Crack OSSSC PEO Exam with Us
Crack OSSSC PEO Exam with Us

“Crack OSSSC PEO Exam with Us: 35 Mark Target in Odia Grammar live Class!” Important Questions

Last updated on December 7, 2023

Crack OSSSC PEO Exam with Us

୧. ‘କେଶାକେଶି’ କେଉଁ ସମାସ ଅଟେ
(କ) ସହାର୍ଥ ବହୁବ୍ରୀହି (ଖ) ବ୍ୟତିହାର ବହୁବ୍ରୀହି
(ଗ) ଅଲୁକ ସମାସ (ଘ) ନିତ୍ୟ ସମାସ
Ans – B

୨. କେଉଁଟି ନଞ୍ଜ ବହୁବ୍ରୀହି ଚିହ୍ନାଅ
(କ) ଅନାମ (ଖ) ଚକ୍ରପାଣି
(ଗ) ନିଷ୍ପାପ (ଘ) ସାନନ୍ଦ
Ans – A

୩. ‘ ଉପଦ୍ବିପ, କେଉଁ ସମାସ ଅଟେ ଚିହ୍ନାଅ
(କ) ଅବ୍ୟୟୀଭାବ ସମାସ (ଖ) କର୍ମଧାରୟ
(ଗ) ସହାର୍ଥ ବହୁବ୍ରୀହି (ଘ) ଉପପଦ୍ ତତ୍ ପୁରୁଷ
Ans – A

୪. ‘ଚିରକାଳ ବ୍ୟାପୀ ଦୁଃଖ’ ଉକ୍ତ ବ୍ୟାସ ବାକ୍ୟର ସମସ୍ତ ପଦଟିକୁ ଚିହ୍ନଟ କର
(କ) ଚିରଦୁଃଖ (ଖ) ବ୍ୟାପି ଦୁଃଖ
(ଗ) ଦୁଃଖବ୍ୟାପି (ଘ) ଚିରକାଳିକ
Ans – A

୫. ‘ସଂସାର ସାଗର’ ଉକ୍ତ ବ୍ୟାସ ବାକ୍ୟଟି କେଉଁ ସମାସର ଚିହ୍ନଟ କର
(କ) ଦ୍ବନ୍ଦ (ଖ) ଉପପଦ୍ ତତ୍ ପୁରୁଷ
(ଗ) ରୂପକ କର୍ମଧାରୟ ସମାସ (ଘ) ନିତ୍ୟ ସମାସ

୬. ଘନଶ୍ୟାମ ରେଖାଙ୍କିତ ପଦଟି କେଉଁ ସସାସ ଚିହ୍ନାଅ
(କ) ଉପମାନ କର୍ମଧାରୟ (ଖ) ରୂପକ କର୍ମଧାରୟ
(ଗ) ଉପମିତ କର୍ମଧାରୟ (ଘ) ମଧ୍ୟପୋଲୋପୀ କର୍ମଧାରୟ
Ans – A
୭. ଦେଶାନ୍ତର କେଉଁ ସମାସ
(କ) ଦ୍ବିଗୁ (ଖ) ଦ୍ବନ୍ଦ
(ଗ) କର୍ମଧାରୟ (ଘ) ବହୁବ୍ରୀହି
Ans- C

୮. କେଉଁଟି ଦ୍ବନ୍ଦ ସମାସ ଚିହ୍ନାଅ
(କ) ଆସମୁଦ୍ର (ଖ) ତନ୍ତବୁଣା
(ଗ) ରୂପବିଦ୍ୟା ବିଭବ (ଘ) ଅନୁଗମନ
Ans- C

୯. ଭାବାର୍ଥ ରେଖାଙ୍କିତ ପଦଟି କେଉଁ ସମାସ ଚିହ୍ନାଆ
(କ) ଷଷ୍ଠୀ ତତପୁରୁଷ (ଖ) ଚତୁର୍ଥି ତତପୁରୁଷ
(ଗ) ଦ୍ଵିତୀୟା ତତପୁରୁଷ (ଘ) ଅଲୁକ ସମାସ
Ans- D

୧୦. ‘ନୀଳକନ୍ଦର’ କେଉଁ ସମାସ ଚିହ୍ନାଅ
(କ) ବହୁବ୍ରୀହି (ଖ) କର୍ମଧାରୟ
(ଗ) ଦ୍ବନ୍ଦ (ଘ) ଅଲୁକ ସମାସ
Ans- D

We help you throughout your preparation journey by daily live classes catering to all government exams like - OPSC, OSSC, OSSSC, OTET, CT, BED, Railway, SSC, Banking, and many more. Our Main Objective is Provide Quality Education For Student.

Crack OSSSC PEO Exam with ease
Previous Story

“Crack OSSSC PEO Exam with ease: 35 Mark Target in General Knowledge live Class!” Class no 3

Next Story

“Crack OSSSC PEO Exam with Ease: Computer Gk Questions on YouTube Now!”

Go toTop