Important Odia Grammar Questions PDF
Important Odia Grammar Questions PDF: This mega compilation of 7000+ Important Odia Grammar Questions provides just that essential practice.
୧. ଠାକରା କେଉଁ ଧରଣର ଶବ୍ଦ ଚିହ୍ନାଅ
(କ) ତତ୍ସମ (ଖ) ତଦ୍ଭବ
(ଗ) ଦେଶଜ (ଘ) ବୈଦେଶିକ
ଉତ୍ତର – ଗ
୨. ‘ମସଲା’ କେଉଁ ଧରଣର ଶବ୍ଦ ଚିହ୍ନାଅ
(କ) ତସମ୍ (ଖ) ତଦ୍ଭବ ‘
(ଗ) ଦେଶଜ (ଘ) ଆରବୀ ଶବ୍ଦ
ଉତ୍ତର– ଘ
୩. ମୋର କୁପନ ନାହିଁ | ରେଖାଙ୍କିତ ପଦଟି କେଉଁ ଧରଣର ଶବ୍ଦ ଚିହ୍ନାଅ
(କ) ତତ୍ସମ୍ (ଖ) ତଦ୍ଭବ
(ଗ) ଦେଶଜ (ଘ) ଇଂରାଜୀ
ଉତ୍ତର – ଘ
୪. ଏହି ପାଣିରେ କଙ୍କଡା ଅଛନ୍ତି | ରେଖାଙ୍କିତ ପଦଟି କେଉଁ ଧରଣର ଶବ୍ଦ ଚିହ୍ନାଆ
(କ) ତତ୍ରସମ୍ (ଖ) ବୈଦେଶିକ
(ଗ) ତଦ୍ଭବ ` (ଘ) ଦେଶଜ
ଉତ୍ତର – ଗ
୫. ପେଚ |ରେଖାଙ୍କିତ ଶବ୍ଦ କେଉଁ ଶବ୍ଦ ଅନ୍ତର୍ଗତ ଚିହ୍ନଟ କର
(କ) ପର୍ତ୍ତୁଗୀଜ ଶବ୍ଦ (ଖ) ତୁର୍କୀ ଶବ୍ଦ
(ଗ) ପାରଶୀ ଶବ୍ଦ (ଘ) ପାର୍ସୀ ଶବ୍ଦ
ଉତ୍ତର – ଘ
୬. ବୋଇତ ବନ୍ଦାନ ହୋଇ ସାରିଛି |ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର
(କ) କ୍ରିୟା ବାଚକ (ଖ) ଜାତିବାଚକ
(ଗ) ବସ୍ତୁବାଚକ (ଘ) ଗୁଣବାଚକ
ଉତ୍ତର – କ
୭. ଅହଂକାର ଏକ ଖରାପ ଅଭ୍ଯାସ ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର
(କ) ବ୍ୟକ୍ତି (ଖ) ଜାତି
(ଗ) ବସ୍ତୁ (ଘ) ଗୁଣ
ଉତ୍ତର – ଘ
୮. କାଗଜ ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର
(କ) ନାମ (ଖ) ଜାତି
(ଗ) ବସ୍ତୁ (ଘ) କ୍ରିୟା
ଉତ୍ତର – ଗ
୯. ଗହମ ରେଖାଙ୍କିତ ପଦଟିର ବିଶେଷ୍ୟ ନିର୍ଣ୍ଣୟ କର
(କ) ନାମ (ଖ) ଜାତି
(ଗ) ଗୁଣ (ଘ) ବସ୍ତୁ
ଉତ୍ତର – ଘ
୧୦. ଏକଜାତୀୟ କ୍ରିୟା ର ବ୍ୟବହାରରେ ଗଠିତ ଯୁଗ୍ମ ଶବ୍ଦ କେଉଁଟି?
(କ) ହସାହସି (ଖ) ଫଟାଫଟି
(ଗ) ବକାବକି (ଘ) ଉପରୋକ୍ତ ସମସ୍ଥ
ଉତ୍ତର – ଘ