Odia Grammar class pdf downloads

Last updated on January 9, 2024

ନିମ୍ନଲିଖିତ ମଧ୍ୟରୁ କେଉଁଟି ବୈଦେଶିକ ଶବ୍ଦ ଅଟେ ?
(A) ଟେବୁଲ (B) ଟାଇମ
(C) ଅର୍ଦ୍ଦଳୀ (D) ସବୁଗୁଡିକ

ନିମ୍ନଲିଖିତ ମଧ୍ୟରୁ କେଉଁଟି ଆରବୀ ଶବ୍ଦ ଅଟେ ?
(A) କୁଲି (B) ଗୀର୍ଜା
(C) ଇସ୍ପାତ (D) ଜବାବ

ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?
(A) ତତ୍ସମ (B) ତଭବ
(C) ଦେଶଜ (D) ବୈଦେଶିକ

ତତ୍ସମ, ତଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?
(A) ଭଗବାନ (B) ଈଶ୍ଵର
(C) ସତ୍ (D) ସଂସ୍କୃତ

We help you throughout your preparation journey by daily live classes catering to all government exams like - OPSC, OSSC, OSSSC, OTET, CT, BED, Railway, SSC, Banking, and many more. Our Main Objective is Provide Quality Education For Student.

Odia Grammar Samas
Previous Story

Odia Grammar Samas, Full Theory, Explanation Full PDF Download

Next Story

General Awareness PDF For OSSSC RI, ARI, AMIN, SFS, ICDS Exam Set-1

Go toTop