Dear Student, Here We cover some Odia grammar short questions that help to your all odisha competitive exam like OPSC ASO, OSSC, OSSSC, Junior Executive Exam, CT, BED, OTET Exam. You Also download pdf here.
ମୋ ସାଙ୍ଗ ମାନେ ଗୁଡି ଉଡାଉଛନ୍ତି- ଏହି ବାକ୍ୟରେ କର୍ମକାରକ କିଏ ?
(କ) ସଙ୍ଗମାନେ (ଖ) ଉଡାଉଛନ୍ତି
(ଗ) ଗୁଡ଼ି (ଘ) ଏଥରୁ କୌଣସିଟି ନୁହେଁ
ବାକ୍ୟରେ କ୍ରିୟା ସହିତ ଯେଉଁପଦର ସମ୍ପର୍କ ଥାଏ ତାହାକୁ କଣ କହନ୍ତି
(କ) କାରକ (ଖ) ବିଭକ୍ତି
(ଗ) ସମାସ (ଘ) ଅଣକାରକ
‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ରହନ୍ତି’ – ରେଖାଙ୍କିତ ପଦଟି କେଉଁ ବିଭକ୍ତି ଅଟେ
(କ) ଚତୁର୍ଥୀ (ଖ) ପଞ୍ଚମୀ
(ଗ) ତୃତୀୟା (ଘ) ଷଷ୍ଠୀ
ଦୁଇ ଦିନର ଛୁଟି ଦେଲେ କଣ ହେବ ଆଉ ପାଞ୍ଚ ଦିନ ଦରକାର ରେଖାଙ୍କିତ ପଦଟି କେଉଁ ବିଭକ୍ତି ଅଟେ
(କ) ତୃତୀୟା (ଖ) ଷଷ୍ଠୀ
(ଗ) ପଞ୍ଚମୀ (ଘ) ଚତୁର୍ଥୀ :
ମୁଁ କଣ କରିବି ମୋ କର୍ମକୁ ଏହି ଫଳ ମିଳିଲା – ରେଖାଙ୍କିତ ପଦର ବିଭକ୍ତି ନିଶ୍ଚିୟ କର
(କ) ଦ୍ଵିତୀୟା (ଖ) ତୃତୀୟା
(ଗ) ଚତୁର୍ଥୀ (ଘ) ପଞ୍ଚମୀ
‘ବାତ୍ୟାରେ ପାହାଡ଼ରୁ ମାଟି ଖସିଲା– ଏହି ବାକ୍ୟରେ ଅପାଦାନ କାରକ କିଏ
(କ) ପତ୍ର (ଖ) ଝଡିଲା
(ଗ) ପାହାଡ଼ରୁ (ଘ) ବାତ୍ୟାରେ