The Odia Grammar Objective Class PDF – Class 16 is thoughtfully structured and organized to provide a systematic approach to learning Odia grammar. It covers various essential topics, including parts of speech, sentence construction, verb conjugation, tenses, and more. The PDF is divided into chapters and subtopics, making it easy to navigate and study at your own pace.
‘ପୁନଃ ସନ୍ନିକଟ’ କେଉଁ ପଦର ଅନ୍ତର୍ଭୁକ୍ତ ?
ପଦାନ୍ବୟୀ ଅବ୍ୟୟ
B) ବିଭକ୍ତି ସୂଚକ ଅବ୍ୟୟ
C) ବୀପସାର୍ଥକ ଅବ୍ୟୟ
D) ସମ୍ଭାବନା ସୂଚକ ଅବ୍ୟୟ
କେଉଁ ସମାସର ସମସ୍ତ ପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ ?
କର୍ମଧାରୟ ସମାସ
B) ଅଲୁକ୍ ସମାସ
C) ରୂପକ କର୍ମଧାରୟ
D) ନିତ୍ୟ ସମାସ