Odia grammar Objective questions Set-20

Last updated on August 19, 2023

In this post we share Some interesting odia grammar questions that help to your upcoming Competitive exam. So check this post and download pdf.

1) ବିଶେଷ୍ୟ ପଦ ପରେ ବିଶେଷଣ ପଦ ବ୍ୟବହୃତ ହେଲେ ତାକୁ କି ପ୍ରକାର ବିଶେଷଣ କୁହାଯାଏ ?
A) ବିଶେଷ୍ୟ ରୂପୀ ବିଶେଷଣ B) କ୍ରିୟା ବିଶେଷଣ
C) ଅବ୍ୟୟର ବିଶେଷଣ D) ବିଧେୟ ବିଶେଷଣ

2) ଭିନ୍ନଧର୍ମୀ ଶବ୍ଦଟି ଚିହ୍ନଟ କର?
A) ଜଣାଅ B) ଗାୟକ
C) ରନ୍ଧନ D) ଭୋଜନ

3) ନିମ୍ନଲିଖ ମଧ୍ୟରୁ କେଉଁ ଯୋଡ଼ା ଶବ୍ଦ ପରସ୍ପରର ବିପରୀତ ନୁହେଁ ?
A) ସତୃଷ୍ଣ-ବିତୃଷ୍ଣ B) ସମ୍ଭବ-ଅସମ୍ଭବ
C) ସାମ୍ୟ-ସ୍ବତନ୍ତ୍ର D) ସ୍ଥିର-ଅସ୍ଥିର

5) ‘ ଗାଙ୍ଗେୟ’ ଶବ୍ଦର ବ୍ୟୁତ୍ପରି ଗତ ଅର୍ଥ ନିମ୍ନଲିଖ ମଧ୍ୟରୁ କେଉଁଟି ଠିକ ଦର୍ଶାଅ
A) ଗଙ୍ଗାଙ୍କର ସନ୍ତାନ B) ଗଙ୍ଗାମାତା
C) ଗଙ୍ଗାପତି D) ଗଙ୍ଗାର ଉତ୍ପରି

We help you throughout your preparation journey by daily live classes catering to all government exams like - OPSC, OSSC, OSSSC, OTET, CT, BED, Railway, SSC, Banking, and many more. Our Main Objective is Provide Quality Education For Student.

Odia Grammar Set 16
Previous Story

Odia Grammar Set 16 download PDF

Next Story

General Knowledge Objective class Pdf -22

Go toTop