Odia Grammar Set 16
Odia Grammar Set 16

Odia Grammar Set 16 download PDF

Last updated on August 13, 2023

In this post we share some Odia grammar Questions with pdf that help to your Upcoming Odisha Competitive Exam.

ପାପର ଫଳ ନିଶ୍ଚୟ ଭୋଗିବ ଦେଖିବ | ରେଖାଙ୍କିତ ପଦଟି କେଉଁ ବିଭକ୍ତି ଚିହ୍ନାଅ
(କ) ପ୍ରଥମ (ଖ) ତୃତୀୟା
(ଗ) ପଞ୍ଚମୀ (ଘ) ଷଷ୍ଠୀ

୨. ଅଶ୍ଵିନ ମାସରେ ଦୁର୍ଗାପୂଜା ଅନୁଷ୍ଠିତ ହୁଏ | ରେଖାଙ୍କିତ ପଦଟିର ବିଭକ୍ତି ନିର୍ଣ୍ଣୟ କର
(କ) ଦ୍ଵିତୀୟା (ଖ) ତୃତୀୟା
(ଗ) ସପ୍ତମୀ (ଘ) ଷଷ୍ଠୀ

୩. ଖରାକୁ ଛତା ଆବଶ୍ୟକ | ଏଠିକ କେଉଁ ଅର୍ଥରେ ଚତୁର୍ଥି ବିଭକ୍ତି ହୋଇଛି |
(କ) ସମ୍ପ୍ରଦାନ ଅର୍ଥରେ (ଖ) ନିମିତ୍ତ ଅର୍ଥରେ
(ଗ) ନିବାରଣ ଅର୍ଥରେ (ଘ) ସମ୍ମାନ ଅର୍ଥରେ

୪. ମିଥ୍ୟାବାଦୀ କୁ ଭରସା କରିବା ଉଚିତ ନୁହେଁ | ରେଖାଙ୍କିତ ପଦଟିର ବିଭକ୍ତି ନିର୍ଣ୍ଣୟ କର
(କ) ତୃତୀୟା (ଖ) ଚତୁର୍ଥୀ
(ଗ) ପଞ୍ଚମୀ (ଘ) ଦ୍ଵିତୀୟା
ଭୟ, ଘୃଣା, ଲାଜ, ଲୁଚିବା ଅର୍ଥରେ ଏଠାରେ ବ୍ୟବହାର ହୋଇଛି |

୫. ମୋର ଆଜି ଉପବାସ ମାଛ ଫାଛ ଖାଇବି ନାହିଁ ରେଖାଙ୍କିତ ପଦଟିର ଅବ୍ୟୟ ନିର୍ଣ୍ଣୟ କର
(କ) ବିଯୋଜକ ଅବ୍ୟୟ (ଖ) ପଦବିକାରୀ ମୂଳକ ଅବ୍ୟୟ
(ଗ) ସଂଯୋଜକ ଅବ୍ୟୟ (ଘ) ବୀପ୍ରସାର୍ଥକ ଅବ୍ୟୟ

୬. ଶୀତଋତୁ ରେ ବହୁତ ଥଣ୍ଡା ହୁଏ ଏହି ପଦଟିର କାରକ ନିର୍ଣ୍ଣୟ କର
(କ) ଅଧିକରଣ (ଖ) କର୍ମ
(ଗ) କର୍ତ୍ତା (ଘ) ସମ୍ଭନ୍ଧ ପଦ

୭. ଏବେ ଶହେ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳୁଛି ରେଖାଙ୍କିତ ପଦର ବିଭକ୍ତି ନିର୍ଣ୍ଣୟ କର
(କ) ତୃତୀୟା (ଖ) ଚତୁର୍ଥୀ
(ଗ) ପଞ୍ଚମୀ (ଘ) ଷଷ୍ଠୀ

୮. ତୁମେ କିଛି ତୁମ ବିଷୟରେ ସଂକ୍ଷେପରେ କୁହ ରେଖାଙ୍କିତ ପଦର ବିଭକ୍ତି ନିର୍ଣ୍ଣୟ କର
(କ) ଦ୍ବିତୀୟ (ଗ) ଷଷ୍ଠୀ
(ଖ) ପଞ୍ଚମୀ (ଘ) ତୃତୀୟା
କ୍ରିୟା ବିଶେଷଣ ପଦରେ ତୃତୀୟା ବିଭକ୍ତି ବ୍ୟବହାର ହୋଇଛି

We help you throughout your preparation journey by daily live classes catering to all government exams like - OPSC, OSSC, OSSSC, OTET, CT, BED, Railway, SSC, Banking, and many more. Our Main Objective is Provide Quality Education For Student.

Previous Story

Odia Grammar Objective questions Set- 15

Next Story

Odia grammar Objective questions Set-20

Go toTop