Odia Grammar Objective questions Set- 15

Last updated on December 7, 2023

In this post we share Odia Grammar Objective questions Set- 15 Odia grammar pdf that help to your upcoming competitive exam.

Odia Grammar Objective questions Set- 15 PDF Download

୧. ‘ସପରିବାର’ କେଉଁ ସମାସ ଅଟେ
(କ) ସହାର୍ଥ ବହୁବ୍ରୀହି (ଖ) ଅବ୍ୟୟୀ ଭାବ
(ଗ) ମଧ୍ୟ ପଦଲୋପୀ କର୍ମଧାରୟ (ଘ) ନିତ୍ୟ ସମାସ

୨. କେଉଁଟି ସହାର୍ଥ ବହୁବ୍ରୀହି ଚିହ୍ନାଅ
(କ) ସଶ୍ରାଦ୍ଧ (ଖ) ଚକ୍ରପାଣି
(ଗ) ନିଷ୍ପାପ (ଘ) ପ୍ରତିମୂର୍ତିତୀ

୩. ‘ ଓଟମୁହିଁ, କେଉଁ ସମାସ ଅଟେ ଚିହ୍ନାଅ
(କ) ଉପମିତ ବହୁବ୍ରୀହି (ଖ) କର୍ମଧାରୟ
(ଗ) ସହାର୍ଥ ବହୁବ୍ରୀହି (ଘ) ଉପପଦ୍ ତତ୍ ପୁରୁଷ

୪. ‘ବିଗତ ହୋଇଛି ପତ୍ନୀ ଯାହାର ସେ’ ଉକ୍ତ ବ୍ୟାସ ବାକ୍ୟର ସମସ୍ତ ପଦଟିକୁ ଚିହ୍ନଟ କର
(କ) ବିପତ୍ନୀକ (ଖ) ସପତ୍ନୀକ
(ଗ) ଦ୍ବିପତ୍ନୀକ (ଘ) ପତିବ୍ରତା

୫. ‘ହିସାବର ଅଭାବ’ ଉକ୍ତ ବ୍ୟାସ ବାକ୍ୟଟି କେଉଁ ସମାସର ଚିହ୍ନଟ କର
(କ) ସହାର୍ଥ ବହୁବ୍ରୀହି (ଖ) ଉପପଦ୍ ତତ୍ ପୁରୁଷ
(ଗ) ଅବ୍ୟୟୀ ଭାବ (ଘ) ନିତ୍ୟ ସମାସ

୬. ନିରାକାର ରେଖାଙ୍କିତ ପଦଟି କେଉଁ ସସାସ ଚିହ୍ନାଅ
(କ) ନଞ୍ଜ ବହୁବ୍ରୀହି (ଖ) ଦ୍ବନ୍ଦ ସମାସ
(ଗ) କର୍ମଧାରୟ (ଘ) ତପୁରୁଷ

୭. ତରୁତୃଣ କେଉଁ ସମାସ
(କ) ଦ୍ବିଗୁ (ଖ) ଦ୍ବନ୍ଦ
(ଗ) କର୍ମଧାରୟ (ଘ) ବହୁବ୍ରୀହି

୮. କେଉଁଟି ଦ୍ବନ୍ଦ ସମାସ ଚିହ୍ନାଅ
(କ) ଆସମୁଦ୍ର (ଖ) ତନ୍ତବୁଣା
(ଗ) ଡାଲିଭାତ (ଘ) ଉପପଦ୍

୯. ଯଥାଶକ୍ତି ରେଖାଙ୍କିତ ପଦଟି କେଉଁ ସମାସ ଚିହ୍ନାଆ
(କ) ଷଷ୍ଠୀ ତତପୁରୁଷ (ଖ) ନ ତତପୁରୁଷ
(ଗ) ଅବ୍ୟୟୀ ଭାବ (ଘ) କର୍ମଧାରୟ

୧୦. ‘ବୀଣାପାଣି’ କେଉଁ ସମାସ ଚିହ୍ନାଅ
(କ) ବହୁବ୍ରୀହି (ଖ) କର୍ମଧାରୟ
(ଗ) ଦ୍ବନ୍ଦ (ଘ) ଅବ୍ୟୟୀଭାବ

We help you throughout your preparation journey by daily live classes catering to all government exams like - OPSC, OSSC, OSSSC, OTET, CT, BED, Railway, SSC, Banking, and many more. Our Main Objective is Provide Quality Education For Student.

Odisha RI Exam Notification
Previous Story

Odisha RI Exam Notification 2023 – Exam Date, Eligibility, Syllabus Step-by-Step Free

Odia Grammar Set 16
Next Story

Odia Grammar Set 16 download PDF

Go toTop